Jump to content

ମୂଢତ୍ୱ

ଉଇକିଅଭିଧାନ‌ରୁ

ମୂଢତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୂଢ+ଭାବ. ତା; ତ୍ୱ)

[ସମ୍ପାଦନା]

ମୂଢ ଭାବ; ଜଡ଼ତା; ମୂର୍ଖତା — Stupidity; ignorance; stupefaction; bewilderment; folly; idiocy.