Jump to content

ମୂଢ ଚେତାଃ

ଉଇକିଅଭିଧାନ‌ରୁ

ମୂଢ ଚେତାଃ

ଉଚ୍ଚାରଣ

[ସମ୍ପାଦନା]

ମୂଢ ବୁଦ୍ଧି, ମୂଢାତ୍ମାଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ମୂଢ+ଚେତସ)

[ସମ୍ପାଦନା]
୧. ମନ୍ଦମତି; ମୂର୍ଖ — ୧. Foolish; stupid.
୨. ଯାହାର ବୁଦ୍ଧି ଲୋପ ଘଟିଅଛି — ୨. Bewildered; confounded.