ମୂତ୍ର

ଉଇକିଅଭିଧାନ‌ରୁ

ମୂତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମୂତ ଧାତୁ+କର୍ମ ଅ)[ସମ୍ପାଦନା]

ପ୍ରସ୍ରାବ; ମୂତ; ପରିସ୍ରା —Urine.

[ଦ୍ରଷ୍ଟବ୍ୟ —ଏହା ମଳର ଜଳୀୟ ଅଂଶ; ଭୁକ୍ତ ଦ୍ରବ୍ୟ ପରିପାକ ହେବା ପରେ ତହିଁର ସାରାଂଶ ରକ୍ତ ରୂପେ ରହେ ଓ ସାରହୀନ ଅଂଶ ମଳ ରୂପେ ପ୍ରବାହିତ ହୋଇ ତହିଁରୁ ମୂତ୍ରାଂଶ ମୂତ୍ରନାଳୀଦ୍ୱାରା ମୂତ୍ରାଶୟକୁ ଯାଇ ସେଠାରୁ ପ୍ରସ୍ରାବଦ୍ୱାର ବାଟେ ବାହାରେ]