Jump to content

ମୂତ୍ରାଷ୍ଟକ

ଉଇକିଅଭିଧାନ‌ରୁ

ମୂତ୍ରାଷ୍ଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଆୟୁର୍ବେଦୋକ୍ତ ଆଠ ଗୋଟି ବିଶିଷ୍ଟ ପ୍ରାଣୀଙ୍କ ମୂତ [ଯଥା—ଗୋରୁ, ଛାଗ ମେଷ, ମହିଷ, ଗଧ, ଓଟ, ଘୋଡ଼ା ଓ ହାତୀର ମୂତ୍ର (ବୈଦ୍ୟକ ପରିଭାଷା ପ୍ରକରଣ)] — The urine of ୮ particular animals used for medicine.