ମୂତ୍ର କୃଚ୍ଛ
ମୂତ୍ର କୃଚ୍ଛ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ; ମୂତ୍ର+କୃଚ୍ଛ୍ର=ଯନ୍ତ୍ରଣା; ବହୁବ୍ରୀହି)
[ସମ୍ପାଦନା]- ୧. ରୋଗ ବିଶେଷ; କଷ୍ଟ ସହିତ ମୂଢ— ତ୍ୟାଗ — ୧. Urinary affectation; dysuria.
[ଦ୍ରଷ୍ଟବ୍ୟ —ମୂତ୍ରକୃଚ୍ଛ୍ର ରୋଗରେ ପରିସ୍ରା ବହୁ କଷ୍ଟରେ ଓ ଅଟକି ଅଟକି କରି ବାହାରେ ବୈଦ୍ୟକ ଶାସ୍ତ୍ର ମତରେ ମୂତ୍ର କୃଚ୍ଛ୍ର ୮ ପ୍ରକାର ବାତକ, ପିତ୍ତଜ,କଫଜ ସାନ୍ନି— ପାତିକ, ଶଲ୍ୟଜ, ପୁରୀଷଜ, ଶୁକ୍ରଜ ଓ ଅଶ୍ମରୀଜ ବାତ— ଜରେ ଶିଶ୍ନରେ ଓ ବସ୍ତିରେ ଖୁବ୍ ପୀଡ଼ା ହୁଏ ଓ ଅଳ୍ପ ଅଳ୍ପ ମୂତ୍ର ବାହାରେ ପିତ୍ତଜରେ ପ୍ରସ୍ରାବ ଜ୍ୱାଳା ହୁଏ ଓ ପ୍ରସ୍ରାବ ହଳଦିଆ ବା ନାଲି ହୁଏ କଫଜରେ ବସ୍ତି ଓ ଶିଶ୍ନ ଫୁଲେ ଓ ପ୍ରସ୍ରାବ ଫେନମୟ ହୁଏ ଅନ୍ନିପାତିକରେ ଏ ସବୁ ଲକ୍ଷଣ ଥାଏ ଓ ଏହା କଷ୍ଟସାଧ୍ୟ ମୂତ୍ର ନାଳୀରେ କଣ୍ଟା ଆଦି ଗଳି ଯାଇ ଘାଆ ହେଲେ ତାହା ଶଲ୍ୟକ ଅଟେ ଓ ସେଥିରେ ବାତଜ ମୂତ୍ରକୃଚ୍ଛରେ ଲକ୍ଷଣମାନ ଦେଖାଯାଏ ପୁରୀଷଜରେ ମଳରୋଧ ହୁଏ ଓ ପ୍ରସ୍ରାବ ଅଟକି ଅଟକି କରି ବାହାରେ ଶୁକ୍ରଜ ଶୁକ୍ରଦୋଷରୁ ହୁଏ ଓ ପ୍ରସ୍ରାବ ସଙ୍ଗେ ଶୁକ୍ର ମିଶିଥାଏ ଓ ପ୍ରସ୍ରାବ କରିବା ସମୟରେ ପୀଡ଼ା ହୁଏ ମୂତ୍ରାଶୟରେ ପଥର ଜନ୍ମିଲେ ଅଶ୍ମରୀଜ ହୁଏ ଓ ପ୍ରସ୍ରାବ କରିବାକୁ କଷ୍ଟ ହୁଏ ଶର୍କରାଜ ମୂତ୍ରିକୃଚ୍ଛ, ଅଶ୍ମ— ରୀଜର ପ୍ରକାରଭେଦ ଅଟେ—ହିନ୍ଦୀ - ଶ]