ମୂତ୍ର ଗ୍ରହ
ଘୋଡାର ମୂତ୍ରରୋଗ ବିଶେଷ — A urinary disease of horses.
[ଦ୍ରଷ୍ଟବ୍ୟ —ଏ ରୋଗରେ ଘୋଡାମାନଙ୍କର ଅଳ୍ପ ଅଳ୍ପ ଫେନିକ ମୂତ୍ର ନିର୍ଗତ ହୁଏ—ବିଶ୍ୱକୋଷ]