ମୂତ୍ର ବିଜ୍ଞାନ
ଦେଖଣା
ମୂତ୍ର ବିଜ୍ଞାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୂତ୍ର ପରୀକ୍ଷା ସମ୍ୱନ୍ଧୀୟ ଆୟୁର୍ବେଦୀୟ ଗ୍ରନ୍ଥ— ବିଶେଷ — ୧. Name of a Sanscrit treatise on the examination of urine.
[ଦ୍ରଷ୍ଟବ୍ୟ —ଏହା ଜାତୁକର୍ଣ୍ଣ ଋଷିଙ୍କ ପ୍ରଣୀତ; ଏଥିରେ ମୂଢ଼ ପରୀକ୍ଷା କରିବାର ନାନା ପ୍ରଣାଳୀ ବର୍ଣ୍ଣିତ ହୋଇଅଛି ଚରକ, ସୁଶ୍ରୁତ ଆଦିରେ ଏ ବିଷୟର ବିଶେଷ ଆଲୋଚନା ହୋଇ ନାହିଁ—ହିନ୍ଦୀ - ଶ]
- ୨. ଯେଉଁ ଜ୍ଞାନ ବା ବିଦ୍ୟାବଳରେ ମୂତ୍ରର ନାନାଭେଦ, ମୂତ୍ରର ଦୋଷାଦୋ ଓ ମୂତ୍ର ପରୀକ୍ଷା ଆଦି ମୂତ୍ର ବିଷୟକ ଜ୍ଞାତବ୍ୟ ବିଷୟ ଜଣା ଯାଏ — ୨. The science of examining the urine.