ମୂତ୍ର ଶୁକ୍ର
ରୋଗବିଶେଷ; ମୂତ୍ର ସଙ୍ଗେ ଶୁକ୍ରପତନ (ଯହିଁରେ ଖଡିଗୋଳା ପାଣି ପରି ପରିସ୍ରା ହୁଏ ଓ ପ୍ରସ୍ରାବକୁ କିଛିକ୍ଷଣ ପାତ୍ରରେ ରଖି ଦେଲେ ଧଳା ଚୂର୍ଣ୍ଣମୟସ୍ତର ପାତ୍ର ତଳେ ବସିଯାଏ (ମୂତ୍ରାଘାତ ରୋଗର ପ୍ରକାରବିଶେଷ — Milky urine (a disease).