ମୂବଲକ୍
ଦେଖଣା
ମୂବଲକ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (କଚିରିଆ)—(ଆ, ମୂବଲଗ୍)
[ସମ୍ପାଦନା]ଟଙ୍କାର ସମଷ୍ଟି —Total of sum of money.
ବିଶେଷଣ -
[ସମ୍ପାଦନା]ମୋଟରେ —In all amouting to.
କ୍ରି. ବିଶେଷଣ -
[ସମ୍ପାଦନା]ସର୍ବସୁଦ୍ଧା —Altogether in all.
(ଉ—ଏ ତିନିଗୋଟି ସମ୍ପତ୍ତିକୁ ମୁଁ ଆପଣାଙ୍କ ହସ୍ତରେ ମୂବଲଗ ଟ ୧ରେ ବିକ୍ରି କଲି)