Jump to content

ମୂମ୍ତାଜ୍ମହଲ୍

ଉଇକିଅଭିଧାନ‌ରୁ

ମୂମ୍ତାଜ୍ମହଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ)

[ସମ୍ପାଦନା]

ମୋଗଲ ସମ୍ରାଟ ସାହାଜାହାନ୍ଙ୍କ ପ୍ରିୟତମା ପତ୍ନୀ —The most beloved wife of the Moghul Emperor Sāhājāhān

[ଦ୍ରଷ୍ଟବ୍ୟ —ସାହାଜାହାନ ଏହାଙ୍କ ସ୍ମୃତିରକ୍ଷାର୍ଥ ଆଗ୍ରାର ବିଶ୍ୱପ୍ରସିଦ୍ଧ ତାଜ୍ମହଲ ନାମକ ସମାଧି ମନ୍ଦିର ନିର୍ମାଣ କରାଇଥିଲେ, ଏ ନୁରଜାହାନଙ୍କର ଭାଇର କନ୍ୟା ଜନ୍ମ ଖ୍ରୀ ୧୫୯୨: —ମୃତ୍ୟୁ ୧୬୩୧: ]