Jump to content

ମୂରୁଧନୀ

ଉଇକିଅଭିଧାନ‌ରୁ

ମୂରୁଧନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମୂର୍ଦ୍ଧନ)

[ସମ୍ପାଦନା]

ମୁଣ୍ଡ; ମସ୍ତକ — The head.

[ଉ—ମୁକୁଟ କୁଣ୍ଡଳ ସହିତେ କାଟିଲେ ବିରୁପାକ୍ଷର ମୂରଧନୀ ବିଶ୍ୱନାଥ, ବିଚିତ୍ର ରାମାୟଣ]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବଡ଼ — ୧. Big; great.
୨. ଶ୍ରେଷ୍ଠ; ପ୍ରଧାନ — ୨. Chiet principal.