ମୂର୍ଚ୍ଛନ
ଦେଖଣା
ମୂର୍ଚ୍ଛନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୂର୍ଚ୍ଛ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଚୈତନ୍ୟଲୋପ; ଚେତନାର ନାଶ — ୧. Swooming; fain ting; syncope.
- ୨. (ବୈଦ୍ୟକ) ଔଷଧର ସଂସ୍କାର ବିଶେଷ; ନିଆଁ ଉପରେ ବସିଥିବା ସମୟରେ ତୈଳାଦିରେ ରସାଦି ଯୋଗକରଣ; ପ୍ରତିଫଳନ; ଔଷଧାଦିର ଶୋଧନ — ୨. Purification of a medicinal preparation by pouring juice into it while it is on the fire.
- ୩. (ବୈଦ୍ୟକ) ଗନ୍ଧକର ସହିତ ପାରଦର ଭସ୍ମୀକରଣ — ୩. Calcining mercury with sulphur.
- ୪. ବଘାରିବା; ଛୁଁକ ଦେବା — ୪. Flavouring curry with boiling oil
and spices.
- ୫. ମିଶ୍ରଣ — ୫. Mixing.
- ୬. ସାକ୍ଷାତ୍କରଣ — ୬. Interviewing.
- ୭. ପ୍ରତି— ଫଳନ — ୭. Reflection.
- ୮. କୌଣସି ବ୍ୟକ୍ତିର ମୂର୍ଚ୍ଛା ଆନୟନ (ହିନ୍ଦୀ - ଶ) — ୮. Causing swoon.
- ୯. ମୂର୍ଚ୍ଛିତ କରିବା ମନ୍ତ୍ର ଯନ୍ତ୍ର — ୯. Charm for causing swoon.
- ୧. କାମଦେବଙ୍କ ବାଣବିଶେଷ (ହିନ୍ଦୀ - ଶ) — ୧୦. Name of one of the arrows of god Cupid.