Jump to content

ମୂର୍ଚ୍ଛା

ଉଇକିଅଭିଧାନ‌ରୁ

ମୂର୍ଚ୍ଛା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (ମୁଚ୍ଛ ଧାତୁ+ଭାବ. ଅ+ଆ)

[ସମ୍ପାଦନା]
୧. ଅଚୈତନ୍ୟ; ମୋହ; ଚୈତନ୍ୟଲୋପ ରୋଗ — ୧. Fainting fit; syncope;swoon;hysteria.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ ଏହା ବାୟୁରୋଗ ଏଥିରେ ରୋଗୀ ସୁଖଦୁଃଖାଦିର ଅନୁଭବଶକ୍ତିରହିତ ହୋଇ କାଷ୍ଠାଦି ପରି ଅଚେତନ ଅବସ୍ଥାରେ ଭୂମିରେ ପଡ଼ିଯାଏ]

୨. ବିସ୍ତାର; ବ୍ୟାପି — ୨. Extension.
୩. ବୃଦ୍ଧି — ୩. Increase.
୪. ଔଷଧାଦିର ମୂର୍ଚ୍ଛନା — ୪. Purification of medicinal oil by adding certain juices over fire.
୫. ପ୍ରତିଫଳିନ — ୫. Reflection.

[[]] ୬ (ସ୍ୱରଗ୍ରାମର) ମୂର୍ଚ୍ଛନା ]] ୧୨୩: (ଦେଖ) - — ୬. Mūrchchhanā ୧,୨,୩ (See)