Jump to content

ମୂର୍ଚ୍ଛା ପାକ

ଉଇକିଅଭିଧାନ‌ରୁ

ମୂର୍ଚ୍ଛା ପାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

କବିରାଜୀ ତୈଳ ପାକ ହେବ ସମୟରେ ସେଥିରେ ରସପ୍ରୟୋଗ — Infusion of some juice into oil when it is over fire.

[ଦ୍ରଷ୍ଟବ୍ୟ —ଏହା ଦୁଇ ପ୍ରକାରର ସୋରିଷ ତେଲର ମୂର୍ଚ୍ଛାପାକ, ରାଶି ତେଲର ମୂର୍ଚ୍ଛାପାକ]