Jump to content

ମୂର୍ତ୍ତ

ଉଇକିଅଭିଧାନ‌ରୁ

ମୂର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]

[ମୂର୍ତ୍ତତା(ତ୍ୱ)—ବିଶେଷ୍ୟ]

ସଂସ୍କୃତ - ବିଣ— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତ; ନିପାତନ)

[ସମ୍ପାଦନା]
୧. ମୂର୍ତ୍ତିମାନ୍; ସାକାର — ୧. Having shape.
୨. ଯେ ରୂପ ଧରି ଥାଏ; ରୂପଧାରୀ — ୨. Incarnate; embodied.
୩. ମୂର୍ଚ୍ଛିତ — ୩. Fainted.
୪. କଠିନ — ୪. Solid.
୫. ବାସ୍ତବ — ୫. Material; real.

ବିଶେଷ୍ୟ -

[ସମ୍ପାଦନା]
୧. (ନ୍ୟାୟ ଶାସ୍ତ୍ର—କ୍ଷତି, ଅପ, ତେଜ, ବାୟୁ ଓ ମନ — ୧. (Nyāya Philosophy) The earth, the water, the fire, the wind, and the human mind.

[ଦ୍ରଷ୍ଟବ୍ୟ —ଏମାନଙ୍କ ଗୁଣ, ରୁ, ରସ, ଗନ୍ଧ, ସ୍ପର୍ଶ, ପରତ୍ୱ, ଅପରତ୍ୱ, ଗୁରୁତ୍ୱ, ସ୍ନେହ ଓ ବେଗ—ହିନ୍ଦୀ - ଶ]

୨. କାନନ; ବନ — ୨. Forest.