ମୂର୍ତ୍ତିଧାରୀ
(ମୂର୍ତ୍ତିଧର—ଅନ୍ୟରୂପ)
(ମୂର୍ତ୍ତି ଧାରିଣୀ—ସ୍ତ୍ରୀ)
ଯେ ରୂପ ଧରିଥାଏ — Assuming a concrete shape or form; incarnate.
[ଉ—ଧାର୍ମିକ ବ୍ୟକ୍ତି ମୂର୍ତ୍ତିଧାରୀ ଧର୍ମରୂପେ ପୃଥିବୀରେ ଶୋଭା ଥାଏ]