ମୂର୍ତ୍ତିମାନ୍
ଦେଖଣା
ମୂର୍ତ୍ତିମାନ୍
ଉଚ୍ଚାରଣ
[ସମ୍ପାଦନା](ମୂର୍ତ୍ତିମତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୂର୍ତ୍ତି+ମତ୍; ଅସ୍ତ୍ୟର୍ଥେ=ମୂର୍ତ୍ତିମତ ୧ମା. ୧ବ)
[ସମ୍ପାଦନା]- ୧. ସାକାର; ରୂପବିଶିଷ୍ଟ — ୧. Having a visible shape or form.
- ୨. ବାସ୍ତବ — ୨. Material, concrete.
- ୩. ଶରୀରଧାରୀ — ୩. Corporeal; embodied.
- ୪. ସୁଶରୀରେ ଆବିର୍ଭୁତ — ୪. Appearing in one's own or real form.
- ୫. କଠିନ; ଘନ — ୫. Hard; solid.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶରୀର — Body.