Jump to content

ମୂର୍ତ୍ତି ଧରିବା

ଉଇକିଅଭିଧାନ‌ରୁ

ମୂର୍ତ୍ତି ଧରିବା

ଉଚ୍ଚାରଣ

[ସମ୍ପାଦନା]

(ମୂର୍ତ୍ତି ଧାରଣ କରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୂର୍ତ୍ତି+ଧୃ ଧାତୁ)

[ସମ୍ପାଦନା]

କୌଣସି ଗୋଟିଏ ରୂପ ଧରିବା; ଗୋଟିଏ ରୂପରେ ଦେଖାଯିବା — To take or assume a shape or form.