Jump to content

ମୂର୍ତ୍ତି ପୂଜା

ଉଇକିଅଭିଧାନ‌ରୁ

ମୂର୍ତ୍ତି ପୂଜା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ)

[ସମ୍ପାଦନା]

ପ୍ରତିମା ପୂଜା; ନିରାକାର ଈଶ୍ୱରଙ୍କ ସାକାର ପ୍ରତିମାରୂପେ ପୂଜା କରିବା; ସାକାର ଉପାସନା — Idol-worship.