ମୂର୍ତ୍ତ୍ୟନ୍ତର ଗ୍ରହଣ
ଦେଖଣା
ମୂର୍ତ୍ତ୍ୟନ୍ତର ଗ୍ରହଣ
ଉଚ୍ଚାରଣ
[ସମ୍ପାଦନା](ମୂର୍ତ୍ତ୍ୟନ୍ତର ଧାରଣ, ମୂର୍ତ୍ତ୍ୟନ୍ତର ପରିଗ୍ରହ—ଅନ୍ୟରୂପ)
ମୂର୍ତ୍ତ୍ୟନ୍ତଗ୍ରାହୀ, ମୂର୍ତ୍ତ୍ୟନ୍ତରଧାରୀ. ମୂର୍ତ୍ତ୍ୟନ୍ତର ପରିଗ୍ରାହୀବିଶେଷଣ - ପୁଂ
ମୂର୍ତ୍ତ୍ୟନ୍ତରଗ୍ରାହିଣୀ, ମୂର୍ତ୍ତ୍ୟନ୍ତରଧାରିଣୀ, ମୂର୍ତ୍ତ୍ୟନ୍ତରପରିଗ୍ରାହିଣୀବିଶେଷଣ - ସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]ଅନ୍ୟରୂପ ଧାରଣ — The assuming of another shape.