Jump to content

ମୂର୍ଦ୍ଧକ

ଉଇକିଅଭିଧାନ‌ରୁ

ମୂର୍ଦ୍ଧକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୂର୍ଦ୍ଧନ+ଅଭିଷିକ୍ତ ଅର୍ଥରେ କ; ରାଜା; ଏହି ବର୍ଣ୍ଣର ବ୍ୟକ୍ତିମାନେ ରାଜାରୂପେ ମୂର୍ଦ୍ଧାଭିଷିକ୍ତ ହୁଅନ୍ତି)

[ସମ୍ପାଦନା]

ହିନ୍ଦୁମାନଙ୍କ ମଧ୍ୟରେ ଦ୍ୱିତୀୟ ବା କ୍ଷତ୍ରିୟ ବର୍ଣ୍ଣ — The hereditary caste of warriors amongst the Hindus; the Kshatriya caste.