Jump to content

ମୂର୍ଦ୍ଧଜ

ଉଇକିଅଭିଧାନ‌ରୁ

ମୂର୍ଦ୍ଧଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମୂର୍ଦ୍ଧନ+ଜନ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ମସ୍ତକରେ ଜାତ — Growing on the head.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କେଶ; ମୁଣ୍ଡବାଳ — The hair of the head.