Jump to content

ମୂର୍ଦ୍ଧାବସିକ୍ତ

ଉଇକିଅଭିଧାନ‌ରୁ

ମୂର୍ଦ୍ଧାବସିକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବର୍ଣ୍ଣସଙ୍କର ଜାତି ବିଶେଷ, ବ୍ରାହ୍ମଣ ଔରସରେ କ୍ଷତ୍ରିୟା ଗର୍ଭଜାତ ସନ୍ତାନ — A high class hybrid; half-caste.

[ଦ୍ରଷ୍ଟବ୍ୟ —ମହାଭାରତରେ ଲେଖା ଅଛି ଯେ ପରଶୁରାମ ପୃଥିବୀକୁ ନିଃକ୍ଷତ୍ରିୟ କଲାରୁ କ୍ଷତ୍ରିୟ ରମଣୀଗଣ ନିୟୋଗକ୍ରମେ ବ୍ରାହ୍ମଣ ଋଷିମାନଙ୍କ ଔରସରେ ପୁତ୍ର ଉତ୍ପାଦନ କଲେ; ସେହି ସନ୍ତାନଗଣ ମୂର୍ଦ୍ଧାବସିକ୍ତ ବୋଲିଖ୍ୟାତିହେଲେ — ବିଶ୍ୱକୋଷ]