ମୂର୍ଦ୍ଧାଭିଷେକ
ଦେଖଣା
ମୂର୍ଦ୍ଧାଭିଷେକ
ଉଚ୍ଚାରଣ
[ସମ୍ପାଦନା]ମୂର୍ଦ୍ଧ୍ନାଭିଷେକ, ମୂର୍ଦ୍ଧାଭିଷେକଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ମୂର୍ଦ୍ଧନ=ମସ୍ତକ+ଅଭିଷେକ)
[ସମ୍ପାଦନା]ରାଜମାନଙ୍କର ସିଂହାସନାରୋହଣ କାଳରେ ମନ୍ତ୍ରପୁତ ତୀର୍ଥବାରିଦ୍ୱାରା ସେମାନଙ୍କ ମସ୍ତକ ଉପରେ ଅଭିଷେକ — Formal installation of a Rājā on the throne after the formal ceremony of sprinkling hallowed water on his head.
[ଦ୍ରଷ୍ଟବ୍ୟ —ଯୁବରାଜ ଓ ପ୍ରଧାନ ମନ୍ତ୍ରୀମାନଙ୍କ ମୁଣ୍ଡରେ ମଧ୍ୟ ଏହିପରି ଅଭିଷେକ କରାଯିବାର ପ୍ରଥା ପୂର୍ବେ ଥିଲା]