Jump to content

ମୂର୍ଦ୍ଧ୍ନାପାତ

ଉଇକିଅଭିଧାନ‌ରୁ

ମୂର୍ଦ୍ଧ୍ନାପାତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ମର୍ଦ୍ଧ୍ନା=ମୁଣ୍ଡଦ୍ୱାରା; ମୂର୍ଦ୍ଧ୍ନି=ମୁଣ୍ଡରେ +ପାତ, ଅବୁକ ସମାସ)

[ସମ୍ପାଦନା]
୧. ମୁଣ୍ଡପାତ; ମସ୍ତକଚ୍ଛେଦନ — ୧. Beheading;lose of the head.
୨. ମୃତ୍ୟୁ —୨. Death.