Jump to content

ମୂଲିଆ

ଉଇକିଅଭିଧାନ‌ରୁ

ମୂଲିଆ

ଉଚ୍ଚାରଣ

[ସମ୍ପାଦନା]

(ମୂଳିନାଥ. ମୂଳି—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ମୂଳୀୟ)

[ସମ୍ପାଦନା]

ମୂଳ ସମ୍ୱନ୍ଧୀୟ —Relating to a root.

[ଉ—ହେ କୃଷ୍ଣ କଦମ୍ୱମୂଳିଆ ! ଭୁପତି. ପ୍ରେମପଞ୍ଚାମୃତ ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସବାରି ବାଉଁଶର ମୂଳ ଦେଶରେ କାନ୍ଧେଇଥିବା ବେହେରା —୧. A bearer who puts his shoulder at the root of the palki-pole.
୨. (ପୁଂ) ଯେ ପେଟରେ ଥିବାବେଳେ ବାପ ମରିଯାଏ ବା ଯେ ଜନ୍ମ ହେବା ପରେ ମା ମରିଯାଏ, ଏପରି ଶିଶୁ —A name given to a boy whose father died before his birth, or whose mother died immediately after giving birth to him.



ମୂଲିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ମୁଲିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ମୂଲ୍ୟ)

[ସମ୍ପାଦନା]

ମଜୁରିଦାର୍; ଯେଉଁ ବ୍ୟକ୍ତି ଦୈନିକ ମଜୁରି ପାଇଁ କାମ କରେ —A day- labourer; a cooly.