Jump to content

ମୂଲିଆ ପୁଅ

ଉଇକିଅଭିଧାନ‌ରୁ

ମୂଲିଆ ପୁଅ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମୂଲିଆ ବାପ(ପୁ)ଡ଼ା, ମୂଲିଆ ବିଚ(ଚା)ରା, ମୂଲିଆଲୋକଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ମୂଲିଆ ପ୍ରତି କରୁଣାବ୍ୟଞ୍ଜକ ପ୍ରୟୋଗ)ଦୟାର୍ହ ମୂଲିଆ —୧. (A term of pity) A poor day-labourer.
୨. ନିର୍ଧନ ବ୍ୟକ୍ତି (ଯାହାର ମୂଲ ଲାଗିବା ଛଡ଼ା ପୋଷଣର ଅନ୍ୟ ଉପାୟ ନାହିଁ) — ୨. A poor man.
୩. ପୁରୁଷାନୁକ୍ରମେ ମୂଲ ଲାଗି ପୋଷି ହେବା ବ୍ୟକ୍ତି —୩. A poor who and whose ancestors have been day- labourers.