ମୂଲେଇବା
ଦେଖଣା
ମୂଲେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୂଲେଇବା
|
ଦେଶଜ - କ୍ରି. (ସଂସ୍କୃତ - ମୂଲ୍ୟ ଶଦ୍ଦରୁ ଓଡ଼ିଆ କ୍ରିୟା)
[ସମ୍ପାଦନା]- ୧. କୌଣସି ଦ୍ରବ୍ୟ କିଣିବା ଉଦ୍ଦେଶ୍ୟରେ ଦର— ଦାମ କରିବା —୧. To bargain for; to make valuation of a thing to purchase it; to appraise.
[ଉ— ପଇସା ନ ଥାଇ ମୁଲାଉ ଥାଏ ଦେଖୁଥିଲେ ପେଟ ଫୁଲାଉ ଥାଏ—ଢ଼ଗ ]
- ୨. କୌଣସି ଆପଦକୁ ବା ଦଣ୍ଡକୁ ଆପଣା ଉପରକୁ ଡ଼ାକି ଆଣିବା; ଦଣ୍ଡାର୍ହ କାର୍ଯ୍ୟ କରିବା — ୨. To deserve or court a punishment.
(ଉ—ସେ ଗୁଡ଼ିଏ ମାଡ଼ ମୂଲାଇଲାଣି—ଢ଼ଗ )