Jump to content

ମୂଲ୍ୟବାନ୍ ଦଲିଲ୍

ଉଇକିଅଭିଧାନ‌ରୁ

ମୂଲ୍ୟବାନ୍ ଦଲିଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚରିଆ)

[ସମ୍ପାଦନା]

ଯେଉଁ ଦଲିଲ ବଳରେ କୌଣସି ଅର୍ଥ ବା ସମ୍ପତ୍ତି ମିଲିଥାଏ ବା ମିଳିବ; ଯାହା ହଜିଗଲେ ବା ନଷ୍ଟ ହୋଇଗଲେ ଉକ୍ତ ଦଲିଲ ସଂପୃକ୍ତ ବ୍ୟକ୍ତିର କ୍ଷତି ହୁଏ — Valuable security; valuable doucument.