Jump to content

ମୂଲ୍ୟହୀନ

ଉଇକିଅଭିଧାନ‌ରୁ

ମୂଲ୍ୟହୀନ

ଉଚ୍ଚାରଣ

[ସମ୍ପାଦନା]

(ମୂଲ୍ୟ ବିବର୍ଜିତ—ଅନ୍ୟରୂପ)

(ମୂଲ୍ୟବାନ—ବିପରୀତ)

  • (file)

ସଂସ୍କୃତ - ବିଶେଷଣ - (୩ ୟା ତତ୍)

[ସମ୍ପାଦନା]
୧. ଯାହାର କିଛିମାତ୍ର ମୂଲ୍ୟ ନାହିଁ —୧. Valueless.
୨. ଅମୂଲ୍ୟ (ବିଶ୍ୱକୋଷ) —୨. Priceless; of very great value.