ମୂଳକ
ଦେଖଣା
ମୂଳକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମୂଳ+ସ୍ୱାର୍ଥେ. କ)
[ସମ୍ପାଦନା]- ୧. ମୂଳା ନାମକ ଖାଦ୍ୟ ମୂଳ —୧. Radish.
- ୨. ସ୍ଥାବର ବିଷବିଶେଷ — ୨. A kind of poisonous root.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି ସମାସରେ ପର ପଦରେ 'ମୂଳ' ଥିଲେ 'କ'ର ଆଗମ ହୋଇ ମୂଳକ ହୁଏ, ଯଥା—ଭ୍ରାନ୍ତିମୂଳକ= ଭ୍ରାନ୍ତି ଯହିଁର ମୂଳ ବା କାରଣ)
[ସମ୍ପାଦନା]ଉପରେ ପ୍ରତିଷ୍ଠିତ; ମୂଳ କାରଣରୁ ଜାତ —Having its root in; caused by; founded on.