ମୂଳଜ
ଦେଖଣା
ମୂଳଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ମୂଳ+ଜନ୍ ଧାତୁ= ଜନ୍ମିବା+କର୍ତ୍ତୃ. ଅ)
[ସମ୍ପାଦନା]ମୂଳରୁ ଜାତ —Born of the root; produced from the root.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୀଜରୁ ଉତ୍ପନ୍ନ ନ ହୋଇ ମୂଳରୁ ଉତ୍ପନ୍ନ ହେବା ଉଦ୍ଭିଦ [ଯଥା—ଅଦା ପିଆଜ,ଆଳୁ,ବିଲାତି ଆଳୁ,ପୋଟଳ,ପଦ୍ମ,କଇଁ ପ୍ରଭୃତି, — ୧. Plants growing from bulbs (instead of from seeds)
- ୨. ଅଦା —୨. Ginger.