Jump to content

ମୂଳଦାମ

ଉଇକିଅଭିଧାନ‌ରୁ

ମୂଳଦାମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗାଈ ବାଛୁରୀ ପ୍ରଭୃତି ଅଧୁଅରୀ ରୀତିରେ ପାଳିବାକୁ ଦେବା ବେଳେ ସେହି ଗାଈ ବା ବାଛୁରୀର ତତ୍କାଳୀନ ମୂଲ୍ୟ —The original price of a cow or calf given to another for being brought kup by the latter on the system of Adhuāri.
୨. କିଣା ମୂଲ୍ୟ — ୨. Purchase price.