ମୂଳଶୋଧନ
ଦେଖଣା
ମୂଳଶୋଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପୁଣ୍ଡରୀକ ବୃକ୍ଷ (ବୈଦେକ ନିର୍ଘୁଣ୍ଟୁ)— ପୁଣ୍ଡରୀ (ଦେଖ) - —୧. Puṇḍarī (See)
- ୨. ଯୋଗାଶାସ୍ତ୍ରୋକ୍ତ ଅପାନ ବାୟୁର ସ୍ଥାନଶୋଧନରୂପ କ୍ରିୟା —୨. The process of cleansing the inside of the anus after passing stools.
[ଦ୍ରଷ୍ଟବ୍ୟ — ବାମହାତର ତର୍ଜନୀ ଅଙ୍ଗୁଳିକୁ ତୈଳାକ୍ତ କରି ପୁରୀଷୋତ୍ସର୍ଗ ପରେ ଶୌଚ କଲାବେଳେ ସେ ଅଙ୍ଗୁଳ ପ୍ରବେଶପୂର୍ବକ ଗୃହ୍ୟାଭ୍ୟନ୍ତର ସ୍ଥାନକୁ ପରିଷ୍କାର କରିବା ପ୍ରକ୍ରିୟା ନାମ ମୂଳଶୋଧନ ଏହା ଅଭ୍ୟାସ କଲେ ଅର୍ଶ ଭଗନ୍ଦର,ଉଦରାମୟ, ଶୂଳ ଆଦି ରୋଗ ଉପଶାନ୍ତ ହୁଏ, ଏହା ପରୀକ୍ଷିତ ଅଟେ ]