Jump to content

ମୂଳସ୍ଥାନ

ଉଇକିଅଭିଧାନ‌ରୁ

ମୂଳସ୍ଥାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆକାଶ —୧. The sky.
୨. ସ୍ୱର୍ଗ — ୨. Heaven.
୩. ପୃଥିବୀକୁ ବେଢ଼ିଥିବା ବାୟୁମଣ୍ଡଳ —୩. The sphere of the atmosphere encircling the globe.
୪. ଭଗବାନ୍; ଈଶ୍ୱର —୪. God.
୫. ମୁଲତାନ ନଗରର ପ୍ରାଡଚୀନ ନାମ (ବିଶ୍ୱକୋଷ) —୫. Old name of Multan.