ମୂଳାଇ ମାରିବା
ଦେଖଣା
ମୂଳାଇ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୂଳାଇ ମାରିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମୂଲ)
[ସମ୍ପାଦନା]- ୧. ଅସ୍ତ୍ରାଦିର ମୂଳକୁପ ଧରି ଆଘାତ କରିବା —୧. To strike by holding a weapon tightly at the root of the hilt.
- ୨. ଗଛକୁ କାଟିବାବେଳେ ଗଛ ଚେରକୁ ମିଶାଇ ମୂଳକୁ ହାଣିବା —୨. To cut a tree at the ground level.
- ୩. (ସବାରି ବେହେରାଙ୍କ ଡ଼ାକ) ସବାରି ବାଇଁଶର ମୂଳଦେଶକୁ (କାନ୍ଧେଇଥିବା ଗଉଡ଼) ଦୃଢ଼ତା ସହକାରେ ପେଲି ସବାରିର ଗତିକୁ ଦ୍ରୁତତର କରାଇବା —୩. (Palki-bearer's language) To push a palki by applying force with the shoulders at the root of the pole.