Jump to content

ମୂଳାକାର

ଉଇକିଅଭିଧାନ‌ରୁ

ମୂଳାକାର

ଉଚ୍ଚାରଣ

[ସମ୍ପାଦନା]

(ମୂଳକୃତ୍—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମୂଳ+କୃ. ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ମୂଳଗ୍ରନ୍ଥର ରଚୟିତା —୨. The author of the original treatise or work.
୨. ମୌଳିକ ଗ୍ରନ୍ଥ ରଚୟିତା —୨. The author of a new or original work.