ମୂଳାଧାର
ଦେଖଣା
ମୂଳାଧାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି
[ସମ୍ପାଦନା]- ୧. (ତନ୍ତ୍ର)ଶରୀରଭ୍ୟନ୍ତରସ୍ଥ ଷଟ୍ଚକ୍ରରୁ ଏକମତ; ଗୁହ୍ୟ ଓ ଲିଙ୍ଗର ମଧ୍ୟବର୍ତ୍ତୀ ଅଙ୍ଗୁଳି ତ୍ରୟ ପରିମିତ ସ୍ଥାନ —୧. The perineum; the space between the rectum and the genital organ.
[ଦ୍ରଷ୍ଟବ୍ୟ —ଏହାର ଅନ୍ୟନାମ ତ୍ରିକୋଣ ଏହା ଇଚ୍ଛା, ଜ୍ଞାନ ଓ କ୍ରିୟାତ୍ମକ ଏଥି ମଧ୍ୟରେ କୋଟି— ସୂର୍ଯ୍ୟପ୍ରଭ ସ୍ୱୟମ୍ଭୁଲିଙ୍ଗ ଅବସ୍ଥିତ ଏଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ (ଇଡ଼ା, ପିଙ୍ଗଳଓ ସୁଷୁମ୍ଣ) ପ୍ରବାହିତ ଏହିଠାରେ କୁଳକୁଣ୍ଡଳନୀଙ୍କର ଅବସ୍ଥାନ ]
- ୨. ମୂଳ କାରଣ; ଆଦି କାରଣ —୨. The primordial cause.