ମୂଳାଷ୍ଟମୀ
ଆଶ୍ୱିନ କୃଷ୍ଣଅଷ୍ଟମୀ; ଦୂତବାମନ ପୂଜା; ଜୀମୁତ ବାହନପୂଜା —The ୮th day in the dark fortnight of the lunar month of Aṡwina.
[]ଦ୍ର—ଏ ଦିନ ଦୁର୍ଗାଙ୍କ ଶରତ୍କାଳୀନ ଉତ୍ସବ ବା ଷୋଳପୂଜାର ମୂଳ ଅର୍ଥାତ୍ ଆରମ୍ଭ ହେବାରୁ ଏହାର ଏପରି ନାମକରଣ ହୋଇଅଛି ]