ମୂଳି
ଦେଖଣା
ମୂଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୂଳ)
[ସମ୍ପାଦନା]- ୧. ଔଷଧ ନିମନ୍ତେ ବ୍ୟବହୃତ ମୂଳ — ୧. Herbarious roots.
- ୨. ବାଉଁଶର ଚେର ବା ମୂଳ ନିକଟସ୍ଥ ଅଂଶ —୨. The part of a bamboo which adjoins the root.
- ୩. (ପୁଂ) ଲୋକଙ୍କ ନାମ —୩. A name given to males.
[ଦ୍ରଷ୍ଟବ୍ୟ — ଇତର ଜାତିର ବ୍ୟକ୍ତିମାନଙ୍କ ମଧ୍ୟରେ ଏ ନାମ ପ୍ରଚଳିତ ]
ପ୍ରାଦେଶିକ - (ଗଞ୍ଜାମ)
[ସମ୍ପାଦନା]ପାଟବିଶେଷ —A sect of Ṡūdras in the district of Ganjam.