ମୂଳିକ
ଦେଖଣା
ମୂଳିକ
ଉଚ୍ଚାରଣ
[ସମ୍ପାଦନା](ମୂଳିକା—ସ୍ତ୍ରୀ)
ସଂସ୍କୃତ - ବିଣ—(ମୂଳ+ଇକ)
[ସମ୍ପାଦନା]- ୧. ମୂଳ ସଂମ୍ୱନ୍ଧୀୟ —୧. Radical; relating to the root.
- ୨. କରୋଟିର ଭୂମି ବା ମୂଳ ଆଡ଼କୁ ଅବସ୍ଥିତ —୨. Situate towards the base of the skull.
- ୩. (ପୁଂ)ମୂଳଭୋଜୀ (ପ୍ରକୃତିବାଦ) —୩. Subsisting on roots.
- ୪. ଆଦ୍ୟ; ପ୍ରଥମ (ବିଶ୍ୱକୋଷ) —୪. First; prime.
- ୫. ପ୍ରଧାନ (ବିଶ୍ୱକୋଷ) —୫. Chief.
ସଂସ୍କୃତ - ବିଶେଷ୍ୟ - ଫୁଂ—(ଯେ ବନ୍ୟମୂଳ ଆଦି ଖାଇ ବଞ୍ଚନ୍ତି)
[ସମ୍ପାଦନା]ସନ୍ୟାସୀ; ଯୋଗୀ (ବିଶ୍ୱକୋଷ) —An anchorite; a recluse.