ମୂଳିକା
ଦେଖଣା
ମୂଳିକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୂଳ+କ+ଅ)
[ସମ୍ପାଦନା]ମୂଳସମୂହ (ବିଶ୍ୱକୋଷ — Root).
ସଂସ୍କୃତ - ବିଶେଷଣ - (ମୂଳକ+ଆ)
[ସମ୍ପାଦନା]ମୂଳକର ସ୍ତ୍ରୀଲିଙ୍ଗ —Feminine of Mulaka (See)
ବିଶେଷ୍ୟ - ଦେଶଜ - ବିଶେଷ୍ୟ -
[ସମ୍ପାଦନା](ସଂସ୍କୃତ - ମୂଳିକା) ମୂଳିମୂଳିକା; "ଠୁଣଠୁଣକିଆ ଔଷଧ ପାଇଁ ବ୍ୟବହୃତ ଚେର ମୂଳମାନ —Herbarious roots; root and herbs.
[ଯଥା—ଯନ୍ତ୍ର ମନ୍ତ୍ର ଗୁଣି ମୂଳିକା ନ ମଣି ଯୁବା ଭୁଜଙ୍ଗୀର ବିଷ; ଯତନେ ନବରେ ସିଞ୍ଚି ଶାନ୍ତି କଲା ଦୂତବଚନ ପୀୟୁଷ ପ୍ରାଚୀ— ଭୁପତି. ଚୌତିସା]
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]ଯାଢ଼ (ଦେଖ) - —Jāṟḍ̠ẖa (See).