ମୂଳିମୂଳିକା
ଔଷଧରେ ବ୍ୟବହୃତ ଚେର ମୂଳ ଆଦି; ଚେର ମୂଳି —Herbarious roots; herbs.
[ଉ—ତାକୁ ମୂଳମୂଳିକା ଢେର୍ ଜଣା ଫକୀରମୋହନ. ଛମାଣ ଆଠଗୁଣ୍ଠ ]