ମୂଳି ଲଗାଇ ଦେବା
ଦେଖଣା
ମୂଳି ଲଗାଇ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୂଳି ଲଗାଇ ଦେବା
|
ଦେଶଜ - କ୍ରି.
[ସମ୍ପାଦନା]ଗଛକୁ ଏପରି ଭାବରେ କାଟିଦେବା ବା ଗୋମେଷାଦି ଚରିଯିବା ଯେପରି ତହିଁର ମୂଳର କୌଣସି ଅଂଶ ଭୂମି ଉପରକୁ ଦେଖାଯିବା ନାହିଁ — To destory cut a plant or tree in such a manner so as not to leave any stump outstanding.