Jump to content

ମୂଳୀ

ଉଇକିଅଭିଧାନ‌ରୁ

ମୂଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୂଳ+ଅସ୍ତ୍ୟର୍ଥେ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ବୃକ୍ଷ — ୧. Tree
୨. ଗୃହଗୋଧିକା; ପଲ୍ଲୀ; ଝିଟିପିଟି — ୨. House; lizard.
୩. ଓଷଧି (ବିଶ୍ୱକୋଷ) — ୩. Herb.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ମୂଳ ବିଶିଷ୍ଟ —୧. Having root.
୨. ମୌଳିକ —୨. Fundamental.