Jump to content

ମୂଳୁଁ ମାରିବା

ଉଇକିଅଭିଧାନ‌ରୁ

ମୂଳୁଁ ମାରିବା

[ମୂଳରୁ (ସୁଁ)ମାରିବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ପଦାର୍ଥର ଉତ୍ପତ୍ତିକକୁ ନିଃଶେଷ କରିବା; ନିର୍ମୂଳ କରିବା