ମୂଳୁଶିଙ୍ଗା
ଦେଖଣା
ମୂଳୁଶିଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୂଳୁଶିଙ୍ଗା
|
ଦେଶଜ - ବିଶେଷଣ - (ସଂସ୍କୃତ - ମୂଳ+ଶୃଙ୍ଗ)
[ସମ୍ପାଦନା]ଯେଉଁ ଗୋରୁର ଶିଙ୍ଘର ମୂଳ ମୋଟା ବା ମୂଳାର ଆକୃତି ପରି — Having horse thick at the base; thick-horned.
[ଦ୍ରଷ୍ଟବ୍ୟ —ଏ ବଳଦମାନେ ଅକମର୍ଣ ଡ଼ାକ ବଚନ ଅଛି— ଆଣିଥିବୁ ମୂଳଶିଙ୍ଘାକୁ ରସି; କାନ୍ଦୁଥିବା ହିଡ଼ ମୂଳରେ ବସି କୃଷିବଚନ ]