Jump to content

ମୂଳୁସୁଁ

ଉଇକିଅଭିଧାନ‌ରୁ

ମୂଳୁସୁଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ମୂଳୁଁ—ଅନ୍ୟରୂପ)

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ମୂଳତଃ)

[ସମ୍ପାଦନା]
୧. ଆଦୌ; ମୁଣୁହୁଁ —୧. At all.

[ଉ— ଗତି ଦେଖି ଚିତ୍ତେ ଆସଇ, ସାଗର ସହରୀ ପରେ; ଦଉଡ଼ିଲେ ବେନି, ନ ଲାଗିବ ପାଣି ମୁଳୁଁ ପୟରେ ରାଧାନାଥ. ଉଷା ]

୨. ପ୍ରଥମରୁ ୨. From the beginning.

[ଉ—ମୂଳୁଁ ମାଇଲେ ଯିବ ସରି, ଦେବଙ୍କ ସହିତ କିପାଁ କଳି ]

୩. ମୂଳଠାରୁ —୩. From thje root