Jump to content

ମୂଳୁ ମୂଳିକା

ଉଇକିଅଭିଧାନ‌ରୁ

ମୂଳୁ ମୂଳିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୂଶ+ମୂଳିକା)

[ସମ୍ପାଦନା]

ଔଷଧରେ ବ୍ୟବହୃତ ଚେର ମୂଳ ଆଦି; ଚେର ମୂଳି —Herbarious roots; herbs.

[ଉ—ତାକୁ ମୂଳମୂଳିକା ଢେର୍ ଜଣା ଫକୀରମୋହନ. ଛମାଣ ଆଠଗୁଣ୍ଠ ]