Jump to content

ମୂଳେ

ଉଇକିଅଭିଧାନ‌ରୁ

ମୂଳେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପ୍ରୟୋଗ)ଅ. (ସଂସ୍କୃତ - ମୂଳଂ)ପ୍ରାଦେଶିକ - (ଗଞ୍ଜାମ, ଗଡ଼ଜାତ)ଅ

[ସମ୍ପାଦନା]
୧. ଦ୍ୱାରା; ଜରିଆରେ —୧. Per; by; through.

[ଉ—ଅର୍ଜିମୂଳେ ଛାମୁଙ୍କୁ ଗୁହାରି କଲି ]

୨. ଠାରେ; ପାଖରେ; ନିକଟରେ —୨. At; near.

[ଉ— ପରମ ହଂସ ମୁନିମୂଳେ, ଯେ ଥାନ୍ତି ପୁଣ୍ୟ ତାର୍ଥକୂଳେ ଜଗନ୍ନାଥ. ଭାଗବତ ]

୩. ନକଟସକୁ; ପାଖକୁ — ୩. To

[ତୁଳନାକର—ଚଣ୍ଡୀପୁରାଣ ୬ଷ୍ଠ ଅଧ୍ୟାୟ, ଅଷ୍ଟମ ଶ୍ଳୋକ ===

"ସେ ଦୃଷ୍ଟା ତାଂ ତତୋ ଦେବୀଂ ତୁହିନାଚଳ ସଂସ୍ଥିତାମ୍, ଜଗାଦୁଚ୍ଚୈଃ ପ୍ରଜାହାରି ମୂଳଂ ଶୂମ୍ଭନିଶୁମ୍ଭୟୋଃ "

ଏଠାରେ 'ଶୁମ୍ଭ ନିଶୁମ୍ଭୟୋ ମୂଳଂ'ର ଅର୍ଥ 'ଶୁମ୍ଭ ନିଶୁମ୍ଭଙ୍କ ନିକଟକୁ' ]

୪. ସମ୍ମୁଖରେ —୪. In front of.
୫. ସହିତ —୫. With.

[ଉ—ସନକମୂଳେ ଋଷିଗଣେ, ଖଟନ୍ତି ଅଭୟ ଚରଣେ ଜଗନ୍ନାଥ. ଭାଗବତ ]

୬. ମୂଳୀ— ଭୁତ କାରଣ —୬. On the basis of.

[ଉ— କବାଲାମୂଲେ ସ୍ୱତ୍ୱ ପାଇବା ]